Jump to content

ନନ୍ଦପ୍ରୟାଗ

ଉଇକିଅଭିଧାନ‌ରୁ

ନନ୍ଦପ୍ରୟାଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଭାରତର ତୀର୍ଥବିଶେଷ — A sacred place in India.

[ ଦ୍ର—ଏହା ନନ୍ଦା ଓ ଅଳକାନନ୍ଦା ନଦୀଦ୍ୱୟର ସଙ୍ଗମସ୍ଥଳରେ ଅବସ୍ଥିତ ଏହା ବଦରୀଧାମରୁ ୫୪: ମାଇଲ ଦୁଇବର୍ତ୍ତୀ ଏଠାରେ କଣ୍ୱଋଷିଙ୍କର ଆଶ୍ରମ ଥିବାରୁ ଏହାର ଅନ୍ୟ ନାମ କଣ୍ୱାଶ୍ରମ ଭାରତରେ ଥିବା 'ପ୍ରୟାଗ' ନାମଧାରୀ ସାତଗୋଟି ତୀର୍ଥ ମଧ୍ୟରୁ ଏହା ଗୋଟିଏ ]