ନନ୍ଦଲାଲ
ଦେଖଣା
ନନ୍ଦଲାଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ପୁଂ. (ହିନ୍ଦିରୁଅନୁକୃତ; ସଂସ୍କୃତ - ନନ୍ଦ+ଲାଳିତ; ନନ୍ଦଙ୍କ ପ୍ରିୟତମ ପୁତ୍ର ବା ପାଳିତପୁତ୍ର)
[ସମ୍ପାଦନା]- ୧. ଶ୍ରୀକୃଷ୍ଣଙ୍କ ନାମ —୧. A name of Ṡrīkṛushṇa.
ଏବେ ଚାଲ ନନ୍ଦଲାଲ ମନୁ ମାନ ଦେବା ଛାଡ଼ି ଗୋ କବିସୂର୍ଯ୍ୟ. ସଙ୍ଗୀତ
- ୨. ଲୋକଙ୍କୁ ଦିଆଯିବା ନାମ — ୨. A name given to males.