Jump to content

ନନ୍ଦା

ଉଇକିଅଭିଧାନ‌ରୁ

ନନ୍ଦା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନନ୍ଦ୍ ଧାତୁ ଣିଚ୍=ନନ୍ଦି ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନନ୍ଦିଆ; ବଡ଼ ଜଳପାତ୍ର; ବୃହତ୍ ଜଳାଧାର; ଜାହାଲା —୧. A big jar for keeping water.
୨. ଗୌରୀ; ଦୁର୍ଗା —୨. G&aline;&uline;rī; Durgā.
୩. ଶୁଭ ତିଥିବିଶେଷ; ଶୁକ୍ଳ ଓ କୃଷ୍ଣପକ୍ଷର ପ୍ରତିପଦ୍, ଷଷ୍ଠୀ ଓ ଏକାଦଶୀ ତିଥି —୩. The ୧st. ୬th and ୧୧th days of the lunar fortnight, considered as auspicious.

[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ତିଥିମାନ ନନ୍ଦା (୧,୬,୧୧): , ଭଦ୍ରା (୨, ୭,୧୨): , ଜୟା (୩, ୮, ୧୩: ), ରିକ୍ତା (୪, ୯. ୧୪: ) ଓ ପୂର୍ଣ୍ଣା (୫, ୧, ୧୫: ) ଏହି ପାଞ୍ଚ—ଶ୍ରେଣୀରେ ବିଭକ୍ତ ]

୪. ନଣନ୍ଦ —୪. Husband's sister.
୫. ଧନ ସମ୍ପଦ; ସମ୍ପତ୍ତି —୫. Riches; affluence.
୬. ନନ୍ଦ ଗୋପଙ୍କର ଗାଭୀବିଶେଷ — ୬. A cow belonging to Nanda.
୭. ଆନନ୍ଦ —୭. Joy; delight.
୮. +(ନାମ) ଅପ୍ସରୋବିଶେଷ — ୮. Name of a heavenly nymph.
୯. (ନାମ)—ବିଭୀଷଣର କନ୍ୟା — ୯. Name of the daughter of Bibhīshaṇa.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ନନ୍ଧା (ଦେଖ) - —୧. Nanḍhā (See)
୨. ନନ୍ଦ ନାମକ ବ୍ୟକ୍ତିର ଡାକନାମ — ୨. A name for calling Nanda.