ନନ୍ଦାବର୍ତ୍ତ
ଦେଖଣା
ନନ୍ଦାବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ନନ୍ଦ୍ୟାବର୍ତ୍ତ)
[ସମ୍ପାଦନା]ବର୍ତ୍ତୁଳ ପକା ଘର — ୧. A round building.
- ୨. ଏକପାଖୁଡ଼ିଆ ତରାଟ ଫୁଲ ଓ ଗଛ —୨. Single-Petalled Tarāṭa flower and tree.
- ୩. ତୁମ୍ୱ ବାଣର 'ପେନ୍ଦି' ଖୋଳିବା ପୂର୍ବ ମାପ ଅନୁସାରେ ଦିଆ ଯିବା ଚିହ୍ନ —୩. Mark for carving out the 'pendi' in a log of wood for preparing tumba firework.