Jump to content

ନନ୍ଦା ତୀର୍ଥ

ଉଇକିଅଭିଧାନ‌ରୁ

ନନ୍ଦା ତୀର୍ଥ

ଉଚ୍ଚାରଣ

[ସମ୍ପାଦନା]

(ନନ୍ଦାଶ୍ରମ—ଅନ୍ୟ ନାମ)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ହେମକୂଟ ପର୍ବତ ଉପରେ ଥିବା ନଦୀ ଓ ତୀର୍ଥର ନାମ —Name of a place of Hindu pilgrimage.

[ ଦ୍ର—ମହାଭାରତରେ ଏ ତୀର୍ଥର ଉଲ୍ଲେଖ ଅଛି ଏଠାରେ ସର୍ବଦା ବତାସ ବହୁ ଥା ଏ ପାଣି ବରୁଷ ଥାଏ ଏହା ସାଧାରଣ ଲୋକଙ୍କ ଅଗମ୍ୟ ଏଠାରେ ସର୍ବଦା ବେଦଧ୍ୱନି ଶୁଣା ଯାଏ, କିନ୍ତୁ କେହି ବେଦପାଠକଙ୍କର ଦେଖା ମିଳେ ନାହିଁ ସକାଳେ ଓ ସନ୍ଧ୍ୟାବେଳେ ଏଠାରେ ଅଗ୍ନିଦେବଙ୍କ ଦର୍ଶନ ମିଳେ ଯୁଧିଷ୍ଠିର ଆପଣା ଭାଇମାନଙ୍କ ସଙ୍ଗେ ଥରେ ଏଠାକୁ ଯାଇଥିଲେ ହିନ୍ଦୀ - ଶ ]