ନନ୍ଦା ଦେବୀ
ହିମାଳୟର ଉଚ୍ଚ ଶୃଙ୍ଗ ବିଶେଷ — Name of a high peak of the Himalayas.
[ ଦ୍ର—ଏହା ହିମାଳୟର ଦକ୍ଷିଣାଂଶରେ ଅବସ୍ଥିତ ଏହାର ଉଚ୍ଚତା ୨୪: ଫୁଟ ଏହା ଯମୁନା ନଦୀର ଉତ୍ପତ୍ତି ସ୍ଥଳର ନିକଟରେ (ହିନ୍ଦୀ - ଶବ୍ଦସାଗର)]