Jump to content

ନନ୍ଦିକ

ଉଇକିଅଭିଧାନ‌ରୁ

ନନ୍ଦିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନନ୍ଦି+ସ୍ୱାର୍ଥରେ କ)

[ସମ୍ପାଦନା]
୧. ଧବବୃକ୍ଷ; ବୃକ୍ଷବିଶେଷ — ୧. Name of a tree; Grislea Tomentosa.
୨. ଆନନ୍ଦ —୨. Joy; pleasure.
୩. ଖୁବ୍ ମୋଟା, ଟାଣୁଆ, ଚେମଡ଼ା ବାର୍ଷିକ ଉଦ୍ଭିଦବିଶେଷ — ୩. Elusine Indica (Haines).

[ ଦ୍ର—ଏହା ୩ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ]