ନନ୍ଦିକା
ଦେଖଣା
ନନ୍ଦିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନନ୍ଦୀ+କ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ନନ୍ଦନ କାନନ; ଇନ୍ଦ୍ରଙ୍କ କ୍ରିଡ଼ାସ୍ଥାନ —୧. Indra's pleasure-garden.
- ୨. (ନନ୍ଦା+ସ୍ୱାର୍ଥେ. କ+ସ୍ତ୍ରୀ. ଆ) ନନ୍ଦିଆ — ୨. An earthen jar
- ୩. ନନ୍ଦାତିଥି; ପ୍ରତିପଦ୍, ଷଷ୍ଠୀ ଓ ଏକାଦଶୀ — ୩. The ୧st. ୬th and ୧୧th days of the lunar fortnight.
- ୪. ନଣନ୍ଦ —୪. Husband's sister.
- ୫. ଦୁର୍ଗା —୫. Durga.
- ୬. ଛୋଟ ଜଳପାତ୍ର —୬. Small water-jar.
- ୭. ହର୍ଷମୁଖୀ ସ୍ତ୍ରୀ (ହିନ୍ଦୀ - ଶବ୍ଦସାଗର) —୭. A woman who has a smiling face.