ନନ୍ଦିକେଶ୍ୱରୀ
ଦେଖଣା
ନନ୍ଦିକେଶ୍ୱରୀ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ (ନାମ)
[ସମ୍ପାଦନା]- ୧. କେଶରୀ ବଂଶୀୟ ଶେଷ ରାଜା ସୁବର୍ଣ୍ଣକେଶରୀଙ୍କ କନ୍ୟା —୧. The daughter of Subarṇṇakeṡarī, the last king of the Keṡarī dynasty of ancient Orissa.
- ୨. କବିବର ରାଧାନାଥଙ୍କ ପ୍ରଣୀତ୍ କାବ୍ୟବିଶେଷ, (ଏହି କାବ୍ୟରେ ନନ୍ଦିକେଶ୍ୱରୀ ନାୟିକା; ନନ୍ଦିକେଶ୍ୱରୀ ପଠା ବିଷୟକ ସ୍ଥାନୀୟ କିଂବଦନ୍ତି ଉପରେ ଏ କାବ୍ୟ କଳ୍ପିତ ହୋଇଅଛି) —୨. The title of on Oria epic by poet Rādhaānātha.