Jump to content

ନନ୍ଦିଘୋଷ

ଉଇକିଅଭିଧାନ‌ରୁ

ନନ୍ଦିଘୋଷ

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ନନ୍ଦି=ଆନନ୍ଦଜନକ+ଘୋଷ=ଶବ୍ଦ)

୧. (ନାମ) ଅର୍ଜୁନଙ୍କ ରଥ —୧. Name of the car of Arjuna.
୨. ବନ୍ଦିଜନଙ୍କ ଘୋଷଣା — ୨. The proclamations of a herald.
୩. କୌଣସି ପ୍ରକାର ଶୁଭ ଘୋଷଣା (ହିନ୍ଦୀ - ଶବ୍ଦସାଗର) — ୩. Any auspicious proclamation.
  • (file)

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ଆନନ୍ଦଜନକ ଶବ୍ଦଯୁକ୍ତ —Having a pleasant sound.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ରଥଯାତ୍ରା ସମୟରେ ଜଗନ୍ନାଥ ମହାପ୍ରଭୁ ଯେଉଁ ରଥରେ ବିଜେ କରନ୍ତି —Name of the car in which the Deity Jagannātha is drawn during the car-festival at Puri.