ନନ୍ଦୀ
ଦେଖଣା
ନନ୍ଦୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ. (ନନ୍ଦ+ଅସ୍ତ୍ୟର୍ଥେ. ଇନ୍; ୧ମା. ୧ବ)
[ସମ୍ପାଦନା]- ୧. ଶିବଙ୍କର ପ୍ରଧାନ ଅନୁଚର; ଶିବଙ୍କ ଦ୍ୱାରାପାଳଦ୍ୱୟ ମଧ୍ୟରୁ ଏକତର —୧. Name of one of the two Ṡiba's orderlies or doorkeepers.
[ ଦ୍ର—ଅନ୍ୟ ଦ୍ୱାରପାଳର ନାମ ଭୃଙ୍ଗୀ; ମତାନ୍ତରରେ ଏ ଦୁହେଁ ବଳଦ ]
- ୨. ବଟ ବୃକ୍ଷ —୨. Banyan tree.
- ୩. ତୁତ୍ ଗଛ —୩. The Toon tree.
- ୪. ପୁତ୍ର —୪. A son.
- ୫. ଧବ ଗଛ (ହିନ୍ଦୀ - ଶବ୍ଦସାଗର) — ୫. Grislea Tomentose (tree)
- ୬. ଗର୍ଦଭାଣ୍ଡ ବୃକ୍ଷ (ହିନ୍ଦୀ - ଶବ୍ଦସାଗର) (ଦେଖ) - ୬. Gardabhāṇḍa (tree) (See)
- ୭. ଶିବଙ୍କ ନାମରେ ଉତ୍ସର୍ଗ କରା ଯାଇଥିବା ତ୍ରିଶୂଳାଙ୍କିତ ବୃଷ (ହିନ୍ଦୀ - ଶବ୍ଦସାଗର) —୭. A bull branded with the mark of trident and dedicated to Ṡiba.
- ୮. ବିଷ୍ଣୁ (ହିନ୍ଦୀ - ଶ.) —୮. Bishṇụ
- ୯. ଯେଉଁ ବଳଦର ଦେହରେ ଗୋଟିଏ ଅଧିକା ଚର୍ମ ପିଣ୍ଡ ବା ଅଙ୍ଗ ବାହାରି ଥାଏ (ହିନ୍ଦୀ - ଶବ୍ଦସାଗର) — ୯. A bull having a tuft of flesh or additional leg hanging out of his body.
- ୧. ନନ୍ଦନ କାନନ —୧୦. Indra's garden.
- ୧୧. (ସ୍ତ୍ରୀ) ଦୁର୍ଗା —୧୧. Durgā.
(ନନ୍ଦିନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ଆନନ୍ଦିତ —Gratified; pleased