Jump to content

ନନ୍ଦୋତ୍ସବ

ଉଇକିଅଭିଧାନ‌ରୁ

ନନ୍ଦୋତ୍ସବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନନ୍ଦ+ଉତ୍ସବ)

[ସମ୍ପାଦନା]
୧. ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ; ଜନ୍ନାଷ୍ଟମୀ — ୧. The festival on the birth-day of Ṡrīkṛushṇa.

[ ଦ୍ର—ଭାଦ୍ର କୃଷ୍ଣାଷ୍ଟମୀରେ ଏ ଉତ୍ସବ ହୁଏ]

୨. ଜନ୍ମାଷ୍ଟମୀର ବାସି ଦିନ କରାଯିବା ଉତ୍ସବ — ୨. A festivity observed on the next day of Janmāshṭamī.