Jump to content

ନନ୍ଦ୍ୟାବର୍ତ୍ତ

ଉଇକିଅଭିଧାନ‌ରୁ

ନନ୍ଦ୍ୟାବର୍ତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର ଗୋଲ ପକ୍କା ଘର, ଯହିଁର ପଶ୍ଚିମରେ ଦ୍ୱାର ନ ଥାଏ —୧. A kind of round building having no door to the west.
୨. ତଗର ଗଛି (ଦେଖ) - —୨. Tagara plant (See)