ନନ୍ଦ କୁମାର
ଦେଖଣା
ନନ୍ଦ କୁମାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନନ୍ଦ+କୁମାର)
[ସମ୍ପାଦନା]ନନ୍ଦଙ୍କ ପାଳିତ ପୁତ୍ର ଶ୍ରୀକୃଷ୍ଣ — Ṡrīkṛushṇa.
ଦେଶଜ - ବିଶେଷ୍ୟ - ପୁଂ.
[ସମ୍ପାଦନା]- ୧. ଲୋକଙ୍କ ନାମ — ୧. A name given to males.
- ୨. ବଙ୍ଗଳାର ରାଜା ନନ୍ଦକୁମାର — ୨. Raja Nandakumaur of Bengal.
[ଦ୍ରଷ୍ଟବ୍ୟ —ଏ ବଙ୍ଗର ଜଣେ ଧନୀ ବ୍ୟକ୍ତି ଥିଲେ କାଉନ୍ସିଲ୍ରେ ଗଭର୍ଣ୍ଣର ଜେନେରଲ ଉଆରନ୍ ହେଷ୍ଟିଙ୍ଗ୍ସଙ୍କ ବିରୋଧରେ ଉତ୍କୋଚ ଗ୍ରହଣ ଅଭିଯୋଗ ଆଣି ଏ ତାହାଙ୍କର ବିରାଗଭାଜନ ହୋଇଥିଲେ ଏ ଜାଲ୍ କରିବା ଅପରାଧରେ କଲିକତା ସୁପ୍ରୀମ୍ କୋଟରେ ଅଭିଯୁକ୍ତ ହୋଇ ୧୭୭୫: ଖ୍ରୀଷ୍ଟାବ୍ଦରେ ଫାଶୀ ପାଇଲେ]