ନନ୍ଦ ବଂଶ
ଦେଖଣା
ନନ୍ଦ ବଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମଗଧର ଏକ ପ୍ରସିଦ୍ଧ ରାଜବଂଶ —Name of a celebrated line of kings of Magadha.
[ ଦ୍ର—ଆଲେକ୍ଳାଣ୍ଡର (ବୀର ସୀକନ୍ଦର ସାହା) ଖ୍ରୀ: ପୂ: ୩୨୭:ରେ ପଞ୍ଜାବକୁ ଆକ୍ରମଣ କରିବା ସମୟରେ ଏହି ବଂଶର ଶେଷରାଜ ମଗଧରେ ରାଜତ୍ୱ କରୁଥିଲେ ଏ ବଂଶର ନାମ ବିଷ୍ଣୁପୁରାଣ, ଶ୍ରୀମଦ୍ଭାଗବତ, ବ୍ରହ୍ମାଣ୍ଡପୁରାଣ, କଥାସରିତ୍ସାଗର, ବୌଦ୍ଧ ଓ ଜୈନ ଗ୍ରନ୍ଥରେ ଉଲ୍ଲେଖ ଅଛି ଏବଂଶର ଶେଷ ରାଜା ନନ୍ଦ ଚାଣକ୍ୟ (ବା କୌଟିଲ୍ୟ)ଙ୍କ ବିରାଗଭାଜନ ହୋଇ ଥିଲେ ଓ ତାଙ୍କର ଅଭିଶାପରେ ମୃତ୍ୟୁ ଲଭିଲେ ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ରାଜସିଂହାସନରେ ବସାଇ ଆପେ ମନ୍ତ୍ରୀ ହେଲେ—ହିନ୍ଦୀ - ଶବ୍ଦସାଗର]