Jump to content

ନନ୍ଧା

ଉଇକିଅଭିଧାନ‌ରୁ

ନନ୍ଧା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଘରଚାଳର କାଷ୍ଠ ଉପକରଣବିଶେଷ — ୧. Name of a wooden material of a thatch.
୨. ଘର ଚାଳରୁ ପାଣି ଗଡ଼ି ଆସି ବହିଯିବା ପାଇଁ ପ୍ରସ୍ତୁତ ନଳା; ଲୋଧା —୨. An eaves-trough; an eaves-gutter.
୩. ଶଗଡ଼ର ଝୁରାକୁ ଯୁଆଳିରେ ଦଉଡ଼ିଦ୍ୱାରା ବାନ୍ଧିବା କର୍ମ — ୩. The act of tying the front end of the beam of a cart to the middle of the yoke.