ନନ୍ଧା ମାରିବା
ନନ୍ଧିବା; ଶଗଡ଼ର ଦୁଇ ଦଣ୍ଡା ସମ୍ମୁଖରେ ଯେଉଁ ସ୍ଥାନରେ ମିଳି ଯାଇଥାଆନ୍ତି, ସେହି ସ୍ଥାନରେ ଯୁଆଳିଆ ମଧ୍ୟଭାଗ ମିଳିତ ଦଣ୍ଡା ଦୁହିଙ୍କୁ ଦଉଡ଼ାଦ୍ୱାରା ଶକ୍ତି କରି ବାନ୍ଧିବା