Jump to content

ନନ୍ଧିବା

ଉଇକିଅଭିଧାନ‌ରୁ

ନନ୍ଧିବା

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - କ୍ରି. (ସଂସ୍କୃତ - ନହ୍ ଧାତୁ=ବାନ୍ଧିବା)

ଶଗଡ଼ର ଝୁରାକୁ ଜୁଆଳିର ମଝିରେ ଦଉଡ଼ାଦ୍ୱାରା ଭିଡ଼ି କରି ବାନ୍ଧିବା — To tie the front end of the beam of a cart to the middle of the yoke.