Jump to content

ନପୁଂସକ

ଉଇକିଅଭିଧାନ‌ରୁ

ନପୁଂସକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ନ=ନୁହେ+ପୁମାନ=ପୁରୁଷ; ନିପାତନ)— କିଂବା ନ ସ୍ତ୍ରୀ ପୁମାନ୍=ନପୁଂସକ; ନିପାତନ

[ସମ୍ପାଦନା]
୧. ପୁରୁଷ ପ୍ରକୃତିକ କିନ୍ତା ପୁରୁଷତ୍ୱହୀନ; ହେଞ୍ଜେଡ଼ା; ଅଣପୁରୁଷା —୧. Eunoch; impotent.

(ନପୁଂସକତା, ନପୁଂସକତ୍ୱ—ବି)

୨. ଯାହାଠାରେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କର ଚିହ୍ନ ଅଛି —୨. Hermaphrodite.
୩. କ୍ଳୀବ; ଯାହାର ମୁଷ୍କ ଛିନ୍ନ ହୋଇଅଛି —୩. Having his penis cut off; gelded; emasculated.
୪. (ବ୍ୟାକରଣ) ନପୁଂସକ ଲିଙ୍ଗବାଚକ (ଶବ୍ଦ) — (grammar) Neuter; of neuter gender.
୫. ଭୀରୁ —୫. Coward.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୁଷତ୍ୱହୀନ ବ୍ୟକ୍ତି — ୧. A eunoch; an impotent man.
୨. ମାଈ ନୁହେଁ କି ଅଣ୍ଡିରା ନୁହେଁ ଏପରି ବ୍ୟକ୍ତି — ୨. A hermaphrodite.
୩. (ବ୍ୟାକରଣ) ତୃତୀୟ ପ୍ରକୃତି; ଯାହା ସ୍ତ୍ରୀ ବା ପୁରୁଷ ନୁହେଁ; କ୍ଳୀବ ଲିଙ୍ଗ —୩. (grammar) Neuter gender.
୪. କ୍ଳୀବଲିଙ୍ଗ ବାଚକ ଶବ୍ଦ — ୪. A word in the neuter gender