Jump to content

ନଫା

ଉଇକିଅଭିଧାନ‌ରୁ

ନଫା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନଫା)

[ସମ୍ପାଦନା]
୧. ଲଫା; ଲାଭ; ଆନୁଷଙ୍ଗିକ ଖର୍ଚ୍ଚ ବାଦ ଆୟ —୧. Profit; gain; net income.

କି ମାନସେ ଅବା, ସୁଜିଲ ଏ ବିଶ୍ୱ, କେଉଁ ନଫା ତହୁଁ ପାଅ ଭିକାରୀ. ଗୀତଲହରୀ

୨. ସୁବିଧା —୨. Advantage; benefit.