Jump to content

ନବକାରିକା

ଉଇକିଅଭିଧାନ‌ରୁ

ନବକାରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (କର୍ମଧା; ନବ=ନୂତନ+କାରିକା= କର୍ତ୍ତ୍ରୀ)

[ସମ୍ପାଦନା]
୧. ନବୋଢା ସ୍ତ୍ରୀ — ୧. Newly married girl.
୨. ନୂତନ ବ୍ୟାଖ୍ୟାଯୁକ୍ତ ଶ୍ଳୋକ — ୨. New explanatory verse.
୩. ସ୍ତ୍ରୀ—ସଂସ୍କାରିକା; ସଂସ୍କାରକାରିଣୀ ସ୍ତ୍ରୀ —୩. A woman who renovates or reforms; a female reformer.
୪. ନବରଜୋବତୀ ନାରୀ —୪. A woman in whom menstruation has newly commenced (Apte).