ନବକାଳିକା
ଦେଖଣା
ନବକାଳିକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ନବକାଳ+ଇକ+ସ୍ତ୍ରୀ. ଆ)
[ସମ୍ପାଦନା]ନବୀନ; ନୂତନ —New.
ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+କାଲିକା=ମେଘ)
[ସମ୍ପାଦନା]- ୧. ନୂତନ ମେଘ —୧. Newly formed cloud.
ଦେଖି ନବକାଳିକା କକାତି ମାଳିବା ଆଳିକାଳିକା କାନ୍ତ ମୁରି ଭଞ୍ଜ. ଲାବଣ୍ୟବତୀ
[[]] ୨ ନବକାରିବା ]] ୧—୪: (ଦେଖ) - — ୨. Nabakārkā ୧-୪ (See)