ନବକୁମାରୀ
ଦେଖଣା
ନବକୁମାରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦୁର୍ଗାପୂଜାର ନବରାତ୍ରରେ ପୂଜନୀୟା ନଅଟି କୁମାରୀ, ଯାହାଙ୍କଠାରେ ଯଥାକ୍ରମେ ଦୁର୍ଗାଙ୍କର ନଅଟି ମୂର୍ତ୍ତିଙ୍କର କଳ୍ପନା କରାଯାଏ—(ଯଥା—କୁମାରିକା, ତ୍ରିମୂର୍ତ୍ତି, କଲ୍ୟାଣୀ, ରୋହିଣୀ, କାଳୀ, ଚଣ୍ଡିକା, ଶାଂଭବୀ, ଦୁର୍ଗା ଓ ସୁଭଦ୍ରା) —Nine maidens worshipped as nine forms of Durgā during nine successive nights of the Durgāpūja.