ନବଖଣ୍ଡ
ପୌରାଣିକ ଭୂଗୋଳ ଅନୁସାରେ ମେଦିନୀ ବା ପୃଥିବୀର ୯ଟି ବିଭାଗ—(ଯଥା—ଭରତଖଣ୍ଡ, ଇଳାବୃତ୍ତ, କିଂପୁରୁଷ, ଭଦ୍ର, କେତୁମାଳ, ହରି, ହିରଣ୍ୟ, ରମ୍ୟ ଓ କୁଶ) —The nine parts of the globe accoding to the Hindu mythollogy.