Jump to content

ନବଗୁଞ୍ଜର

ଉଇକିଅଭିଧାନ‌ରୁ

ନବଗୁଞ୍ଜର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନଅଗୋଟି ପଶୁପକ୍ଷୀଙ୍କର ଭିନ୍ନ ଭିନ୍ନ ଅଙ୍ଗବିଶିଷ୍ଟ କାଳ୍ପନିକ ପଶୁବିଶେଷ —An imaginary animal having the different limbs of ୯ animals.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ମହାବଳ ବାଘ — Royal Bengal tiger.