Jump to content

ନବଗୁଣ

ଉଇକିଅଭିଧାନ‌ରୁ

ନବଗୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନବ+ଗୁଣ)

[ସମ୍ପାଦନା]

 : ନଅଗୁଣ — ୧. Nine times as much.

୨. ନଅ ଖିଅ — ୨. Nine strings.

 : ମୃତପିତୃକ ବ୍ରାହ୍ମଣର ପଇତା —୩. The sacred thread of a Brahmin whose father is dead.

[ଦ୍ରଷ୍ଟବ୍ୟ —ବାପ ମରିଯାଇ ଥିବା ବ୍ରାହ୍ମଣର ୯ ଖିଅ ପଇତା ପିନ୍ଧିବା ବିଧାନ ଶାସ୍ତ୍ରସମ୍ମତ; ଏଥିମଧ୍ୟରୁ ୬ ଖିଅ ଯଜ୍ଞୋପବୀତ ଓ ୩ ଖିଅ ଉତ୍ତରୀୟ ]