ନବଗ୍ରହ
ଦେଖଣା
ନବଗ୍ରହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+ଗ୍ରହ)
[ସମ୍ପାଦନା](ଜ୍ୟୋତିଷ) ୯ ଗୋଟି ପ୍ରସିଦ୍ଧ ଜ୍ୟୋତିଷ୍କ—(ଯଥା—ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଓ କେତୁ) — The ୯ planets of Hindu astrology (viz The Sun, the Moon, Mars, Mercury, Jupiter,Venus, Saturn, the Dragon's head or ascending node; and the Dragon's tail or the descending node).