Jump to content

ନବଘନ ଶ୍ୟାମ

ଉଇକିଅଭିଧାନ‌ରୁ

ନବଘନ ଶ୍ୟାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (କର୍ମଧା ଓ ଉ. କ. ଧା; ନବଘନ+ଶ୍ୟାମ =ଶ୍ୟାମଳ)

[ସମ୍ପାଦନା]

ନୂଆ ମେଘ ପରିଶ୍ୟାମଳ ବର୍ଣ୍ଣ —As black or blue as newly risen clouds.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀକୃଷ୍ଣଙ୍କ ନାମ —Name of Ṡrīkṛushṇa.