Jump to content

ନବତ

ଉଇକିଅଭିଧାନ‌ରୁ

ନବତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ନବତି+ପୂରଣାର୍ଥେ ଅ)

[ସମ୍ପାଦନା]

ନବତିତମ (ଦେଖ) - Nabatitama (See)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ହାତୀ ଉପରେ ପଡିବା ଚିତ୍ରିତ ଆସ୍ତରଣ — ୧. An elephant's painted housings (Apte).
୨. କମଳ; ଉର୍ଣ୍ଣାବସ୍ତ୍ର — ୨. Blanket; woolen cloth (Apte).
୩. ଘୋଡ଼ିହେବା ଚାଦର; ଘୋଡ଼ଣୀ — ୩. A cover; wrapper (generally) (Apte.)