Jump to content

ନବତନ

ଉଇକିଅଭିଧାନ‌ରୁ

ନବତନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନବତନୁ)

[ସମ୍ପାଦନା]

ଯୁବତୀ (ସ୍ତ୍ରୀ) — Young (woman).

ନୂଆ ନବତନ ଗୋରୀ, ନୂଆ କରି ଯେଉଁ ବଚନ କହିଲା ଅବନା ଅକ୍ଷର ଚାରି—ପ୍ରହେଳିକା

ଦେଶଜ - ବିଶେଷଣ - (ସଂସ୍କୃତ - ନୂତନ)

[ସମ୍ପାଦନା]

ନୂଆ —New.

ନବତନ କିଶୋର ବୟସ ଶ୍ରୀରାମ ଛବି ଦେଖି ମୁରୁଛିତ ହୁଅଇ କାମ—ବିଶ୍ୱନାଥ, ବିଚିତ୍ରରାମାୟଣ