ନବଦୁର୍ଗା
ଦେଖଣା
ନବଦୁର୍ଗା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ଦୁର୍ଗାଙ୍କର ପୁରାଣୋକ୍ତ ନଅଟି ରୂପ (ଯଥା— ପାର୍ବତୀ ବା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରି, ମହା— ଗୌରୀ ଓ ସିଦ୍ଧିଦା ବା ସିଦ୍ଧିଦାତ୍ରୀ) —The nine incarnations or forms of Durgā.
[ଦ୍ରଷ୍ଟବ୍ୟ —ମାର୍କଣ୍ଡେୟ—ପୁରାଣାନ୍ତର୍ଗତ ହରିହରବ୍ରହ୍ମବିରଚିତ ଦେବୀ କବଚ ଦ୍ରଷ୍ଟବ୍ୟ ]
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନବଦୁରୁଗା (ଦେଖ) - —Nabadurugā (See)