ନବଦ୍ୱାର
ଦେଖଣା
ନବଦ୍ୱାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶରୀରର ନଅଗୋଟି ଦ୍ୱାର ବା ବାଟ (ଯଥା— ୨ ଚକ୍ଷୁ, ୨ କର୍ଣ୍ଣ, ୨ ନାସା, ୧ ମୁଖ, ୧ ପାୟୁ ଓ ୧ ଉପସ୍ଥ) —The ୯ vents or holes or cutlets of the body.
ସଂସ୍କୃତ - ବିଶେଷଣ - (ବହୁବ୍ରୀହି)
[ସମ୍ପାଦନା]- ୧. ନଅଗୋଟି ଦ୍ୱାରବିଶିଷ୍ଟ — ୧. Having nine doors or vents.
- ୨. ନଅଟି ଫୋଡ ବା ଛିଦ୍ର ଥିବା — ୨. Having nine holes.