Jump to content

ନବଦ୍ୱୀପ

ଉଇକିଅଭିଧାନ‌ରୁ

ନବଦ୍ୱୀପ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ନାମ) ବଙ୍ଗର ପ୍ରାଚୀନ ରାଜଧାନୀ; ନଦିଆ — ୧. Nuddea (in Bengal)

[ ଦ୍ର—ଏହା ଗଙ୍ଗାନଦୀର ପଶ୍ଚିମ ତୀରରେ ଅବସ୍ଥିତ ଅନ୍ତର୍ଦ୍ୱୀପ, ସାମନ୍ତଦ୍ୱୀପ, (ଆଧୁନିକ ସିମୁଳିଆ) ଓ ଗୋଦ୍ରୁମ ଦ୍ୱୀପ (ଗାଦିଗାଛା) ପ୍ରଭୃତି ନଅଗୋଟି ଦ୍ୱୀପ ନେଇ ଏହା ଗଠିତ ହୋଇଥିଲା ଶ୍ରୀବୃନ୍ଦାବନ ସଦୃଶ ନବଦ୍ୱୀପ ପଦ୍ମପୁଷ୍ପାକୃତି ଏହାର ମଧ୍ୟସ୍ଥିତ ଅନ୍ତର୍ଦ୍ୱୀପ ପୁଷ୍ପର କେଶର; ଚତୁଃପାର୍ଶସ୍ଥ ଅଷ୍ଟଦ୍ୱୀପ ଅଷ୍ଟ ଦଳ ଅନ୍ତର୍ଦ୍ୱୀପ ଶ୍ରୀ ଚୈତନ୍ୟମହାପ୍ରଭୁଙ୍କ ଜନ୍ମଭୂମି ଓ ଅପର ଅଷ୍ଟଦ୍ୱୀପ ତାହାଙ୍କର ଲୀଳାଭୂମି ଏହା ହିନ୍ଦୁର ଗୋଟିଏ ପବିତ୍ର କ୍ଷେତ୍ର—ମଦନମୋହନ ତୀର୍ଥଦର୍ଶନ ୩ୟ ବହୁକାଳ ହେଲା ଏହା ସଂସ୍କୃତ ନ୍ୟାୟଶାସ୍ତ୍ରର ଗୋଟିଏ ପ୍ରଧାନ ବିଦ୍ୟାପୀଠରୂପେ ବିଖ୍ୟାତ ]

୨. ଭ୍ରୂମବର୍ତ୍ତୀ ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ନବଦ୍ୱାରଯୁକ୍ତ ଶରୀର ସ୍ଥାନ —୨. The human body.

ସେ ଯେ କାରୁଣ୍ୟ ମହାନୀର. ନବଦ୍ୱୀପରେ ନାହିଁ ପାର—ଭୂପତି. ପ୍ରେମପଞ୍ଚାମୃତ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନବଖଣ୍ଡ (ଦେଖ) - —Nabakhanda (See)