Jump to content

ନବଧା ଭକ୍ତି

ଉଇକିଅଭିଧାନ‌ରୁ

ନବଧା ଭକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନବଦା+ଭକ୍ତି)

[ସମ୍ପାଦନା]

ପ୍ରେମ ବା ଭକ୍ତିର ନଅଗୋଟି ଅଙ୍ଗ (ଯଥା—ଶ୍ରବଣ, କୀର୍ତ୍ତନ, ସ୍ମରଣ, ପଦ— ସେବନ, ଅର୍ଚନା ବା ପୂଜା, ବନ୍ଦନା ବା ସ୍ତବ, ପରିଚର୍ଯ୍ୟା, ସଖ୍ୟ ବା ସଖାଭାବରେ ସମ୍ଭାଷଣ ଓ ଦାସ୍ୟ ବା ଦାସ— ରୂପେ ଆତ୍ମସମର୍ପଣ) —The ୯ steps of devotion.