Jump to content

ନବପଲ୍ଲବ

ଉଇକିଅଭିଧାନ‌ରୁ

ନବପଲ୍ଲବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+ପଲ୍ଲବ)

[ସମ୍ପାଦନା]
୧. କିଶଳୟ; ଗଛରେ ଜନ୍ମିବା ନୂଆ କୋମଳ ପତ୍ର —୧. New tender leaf.
୨. ଗଜା; ଅଙ୍କୁର —୨. A new shoot.