ନବପ୍ରସୂତା
ଦେଖଣା
ନବପ୍ରସୂତା
ଉଚ୍ଚାରଣ
[ସମ୍ପାଦନା](ନବପ୍ରସୂତିକା—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]ନବପ୍ରସୂତର ସ୍ତ୍ରୀଲିଙ୍ଗ — Feminine of Nabaprasūta.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀ ଗୋଟିଏ ମାତ୍ର ସନ୍ତାନ ପ୍ରସବ କରିଅଛି —୧. A woman who has had her first delivery.
- ୨. ଯେଉଁ ସ୍ତ୍ରୀ ଅତି ଅଳ୍ପକାଳ ହେଲା ସନ୍ତାନ ପ୍ରସବ କରିଅଛି; ପୋଖତୀ ସ୍ତ୍ରୀ —୨. A woman recently delivered.
[ଦ୍ରଷ୍ଟବ୍ୟ —'ନବ' ଉପପଦ ନ ଲାଗିଲେ ମଧ୍ୟ ପ୍ରସୂତା, ପ୍ରସୂତି ଓ ପ୍ରସୂତିକାର ଅର୍ଥ ଯେଉଁ ସ୍ତ୍ରୀ ଅଳ୍ପଦୀନ ହେଲା ପ୍ରସବ କରିଅଛି ],