Jump to content

ନବବଧୂ

ଉଇକିଅଭିଧାନ‌ରୁ

ନବବଧୂ

ଉଚ୍ଚାରଣ

[ସମ୍ପାଦନା]

(ନବବାରିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (କର୍ମଧା; ନବ+ବଧୂ)

[ସମ୍ପାଦନା]
୧. ନବୋଢ଼ା ବାଳିକା; ନବବିବାହିତା କନ୍ୟା —୧. Newly married girl.
୨. ନୂଆବୋହୂ; ଭୁଆଶୁଣୀ —୨. A daughter—in law newly come to a family.