ନବବଧୂ ଯାତ୍ରା
ଦେଖଣା
ନବବଧୂ ଯାତ୍ରା
ଉଚ୍ଚାରଣ
[ସମ୍ପାଦନା](ନବବଧ୍ୱାଗମନ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନବବଧୂ+ଯାତ୍ରା)
[ସମ୍ପାଦନା]ନୂଆ ବୋହୂର ସର୍ବପ୍ରଥମେ ଶ୍ୱଶୁରଘରକୁ ଯିବା; ପହିଲି ପାଳି ଯିବା — The strating of the bride for the first time to her husband's house (on an auspicious day).
[ଦ୍ରଷ୍ଟବ୍ୟ —ଏଥିପାଇଁ ଜ୍ୟୋତିଷ ଗଣନା ମତେ ଶୁଭଦିନ ସ୍ଥିର କରାଯାଏ ]