Jump to content

ନବବର୍ଷ

ଉଇକିଅଭିଧାନ‌ରୁ

ନବବର୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+ବର୍ଷ)

[ସମ୍ପାଦନା]
୧. ଅଳ୍ପକାଳ ହେଲା ଆରମ୍ଭ ହୋଇଥିବା ବର୍ଷ; ନୂତନ ବତ୍ସର — ୧. The new year.
୨. ଚଳିତ ସନ; ହାଲ ସନ —୨. Current year.
୩. ନବଖଣ୍ଡ (ଦେଖ) - —୩. Nabakha ṇḍa (See)
୪. ନୂତନ ବୃଷ୍ଟି; ବର୍ଷା ଋତୁର ଆରମ୍ଭରେ ପ୍ରଥମ ବୃଷ୍ଟି — ୪. The first shower of the rainy season.