ନବବୟସୀ
ନବ ବାଳା; ନବୀନ ଯୁବତୀ — A very young lady; a girl in the prime of her youth.
ପ୍ରାତେ ନବବୟସୀ ବୟସୀ ପାଶେ ବହି, ବଂଶୀଭୂତ ଦର୍ଶନ ଆଶେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ