ନବମ
ଦେଖଣା
ନବମ
ଉଚ୍ଚାରଣ
[ସମ୍ପାଦନା](ନବମୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନବନ୍+ପୂରଣାର୍ଥରେ. ମ)
[ସମ୍ପାଦନା]ନଅ ସଂଖ୍ୟାର ପୂରକ; ନଅ ସ୍ଥାନୀୟ —Ninth.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମୃତାହର ନବମ ଦିନ — ୧. The ninth day of a person's death
- ୨. ମୃତାହର ନବମ ଦିନର କୃତ୍ୟ; ନବମ ଶୀତଳ (ଅର୍ଥାତ୍ ଜ୍ଞାତିବନ୍ଧୁମାନଙ୍କୁ ଜଳଖିଆ ବା ଶୀତଳ ସାମଗ୍ରୀ ଦେବା) — ୨. The feeding kinsmen and relations on the ୯th day of the funeral.