Jump to content

ନବଯୌବନ ବେଶ

ଉଇକିଅଭିଧାନ‌ରୁ

ନବଯୌବନ ବେଶ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଶ୍ରୀଜଗନ୍ନାଥମହାପ୍ରଭୁଙ୍କ ଦାରୁମୂର୍ତ୍ତି ନୂତନ ଚିତ୍ରିତ ହେଲା ପରେ ରଥକୁ ଯିବା ପୂର୍ବରୁ ଯେଉଁ ରୂପ ବା ବେଶରେ ସଜ୍ଜିତ ହୁଅନ୍ତି; ନେତ୍ରୋତ୍ସବରେ ହେବା ରୂପ ବା ବେଶ — The newly painted image of the idol Jagannathā on His eyes being finally tuoched up and the image opened to the public view for the ୧st time.

[ ଦ୍ର— ଆଷାଢ଼ ଅମାବାସ୍ୟା ଦିନ ଏ ବେଶ ହୁଏ ]