Jump to content

ନବର

ଉଇକିଅଭିଧାନ‌ରୁ

ନବର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗର)

[ସମ୍ପାଦନା]
୧. ନଗର; ସହର — ୧. Town.

ବଢ଼ିବୁ ପୁତ୍ରଭାବରେ ବ୍ରଜ ନବରେ —ଭଞ. ବୈଦେହୀଶବିଳାସ

୨. ରାଜଧାନୀ —୨. Capital.

ଦେଇ ସୁନବରେ ବିଜେକଲେ ନୁପୁର ନରେଶ—ରାଧାନାଥ. ଉଷା

୩. ରାଜାଙ୍କ ଉଆସ; ରାଜାଙ୍କ ନଅର; ରାଜବାଟୀ — ୩. King's palace.

ମର୍ମଭେଦୀ ହାହାକାରେ ପୁରିଲା ନବର—ରାଧାନାଥ ମହାଯାତ୍ରା

୪. ରାଜାଙ୍କ ଅନ୍ତଃପୁର —୪. The harem or female quarters of a king.