Jump to content

ନବରଜାଃ

ଉଇକିଅଭିଧାନ‌ରୁ

ନବରଜାଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବହୁବ୍ରୀହି; ନବ+ରଜସ୍

[ସମ୍ପାଦନା]

ଅଳ୍ପ ଦିନ ହେଲା ଯେଉଁ ବାଳିକାର ପ୍ରଥମ ରଜୋଦର୍ଶନ ହୋଇଅଛି — A girl who has recently menstruated (Apte).