Jump to content

ନବରତ୍ନ

ଉଇକିଅଭିଧାନ‌ରୁ

ନବରତ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମ; ନବ+ରତ୍ନ)

[ସମ୍ପାଦନା]
୧. ନବନିଧି (ଦେଖ) - ୧. Nabanidhi (See)
୨. ନଅଗୋଟି ମଣି (ରତ୍ନ ତଳେ ନୋଟ ଦେଖ) — ୨. The nine precious gems (See notes under Ratna.)
୩. (ଦ୍ୱିଗୁ)—ଏକତ୍ର ନବରତ୍ନର ସମାହାର — ୩. A collection of nine gems.
୪. ନବରତ୍ନଖଚିତ ଅଳଙ୍କାର — ୪. An ornament set with nine gems.
୫. ବିକ୍ରମାଦିତ୍ୟଙ୍କ ରାଜସଭାର ୯ ଜଣ ପଣ୍ଡିତ — ୫. THe nine distinguished men of letters of the court of Bikramāditya.

[ଦ୍ରଷ୍ଟବ୍ୟ — ଧନ୍ୱନ୍ତରି, କ୍ଷପଣକ, ଅମରସିଂହ, (ଶବ୍ଦକୋଷକାର) ଶଙ୍କୁ, ବେତାଳଭଟ୍ଟ, ଘଟକର୍ପର, କାଳିଦାସ (କବି), ବରାହମିହିର (ଜ୍ୟୋତିଷିକ) ଓ ବରୁରୁଚି ଏମାନେ ବିକ୍ରମାଦିତ୍ୟଙ୍କ ସଭାର ପଣ୍ଡିତ ଥିଲେ ସମ୍ଭବତଃ ଏମାନେ ସମକାଳୀନ ନ ଥିଲେ 'ବିକ୍ରମାଦିତ୍ୟ' ତଳେ ନୋଟ୍ ଦେଖ ]