Jump to content

ନବରସ

ଉଇକିଅଭିଧାନ‌ରୁ

ନବରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା; ନବ+ରସ)—ଅଳଙ୍କାର ଶାସ୍ତ୍ରରେ ବଣ୍ଣିତ ୯ ପ୍ରକାର ଦୀପକ ଭାବ (ରସ ତଳେ ନୋଟ୍ ଦେଖ) —୧. The nine kinds or emotion (in literature) (See notes under Rasa).


୨. (କର୍ମଧା; ନବ=ନୂତନ+ରସ)—ଅଭିନବ ଭାବ — ୨. A new sentiment or emotion.