ନବରାତ୍ର
ଦେଖଣା
ନବରାତ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଆଶ୍ୱିନ ଓ ଚୈତ୍ର ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ କରାଯିବା ଦୁର୍ଗା ପୂଜା — ୧. Worship of Durgā for ୯ nights in Āṡwina and Ch&aline;i̱tra.
[ ଦ୍ର— ନବ ରାତ୍ର ପୂଜାର ଆରମ୍ଭରେ ପ୍ରଥମ ଦିନ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ ଓ ୯ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଊଣା ବୟସର ୯ ଜଣ କୁମାରୀଙ୍କୁ ଦୁର୍ଗାଙ୍କର ନଅ ଗୋଟି ମୂର୍ତ୍ତି (ଯଥା—କୁମାରିକା, ତ୍ରିମୂର୍ତ୍ତି, କଳାହାଣୀ, ରୋହିଣୀ, କାଳୀ, ଚଣ୍ଡିକା ଶଂଭବୀ, ଦୁର୍ଗା ଓ ସୁଭଦ୍ରା) ରୂପେ କଳ୍ପନା କରି ଭୋଜନ ଦିଆଯାଏ—ହିନ୍ଦୀ - ଶବ୍ଦସାଗର]
- ୨. ନବଦିବସବ୍ୟାପୀ ଯଜ୍ଞବିଶେଷ — ୧ A vedic sacrifice performable in ୯ days.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ନବରାତ୍ରି (ଦେଖ) - —Nabarātri (See)