Jump to content

ନବରାଷ୍ଟ୍ର

ଉଇକିଅଭିଧାନ‌ରୁ

ନବରାଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନୂତନ ରାଜ୍ୟ — ୧. A new kingdom.

୨. ପ୍ରାଚୀନ ଭାରତର ଦକ୍ଷିଣ ଭାଗସ୍ଥ ନଅ ଗୋଟି ପ୍ରସିଦ୍ଧ ପ୍ରଦେଶ (ଯଥା— ସୌରାଷ୍ଟ୍ର, ମହାରାଷ୍ଟ୍ର, ଗୁଜ୍ଜରାଷ୍ଟ୍ର, ଉଡ଼୍ରରାଷ୍ଟ୍ର ଇତ୍ୟାଦି) —୨. Nine famous kingdoms in the southern portion of ancient India.
୩. ଉଶୀନର ଦେଶାଧିପତି ରାଜ୍ୟ —୨. Name of an the of ancient kindom of India.