Jump to content

ନବଲକ୍ଷଣ

ଉଇକିଅଭିଧାନ‌ରୁ

ନବଲକ୍ଷଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବ୍ରାହ୍ମଣର ନଅ ଗୋଟି ଲକ୍ଷଣ ବା ଚିହ୍ନ — ୧. The nine signs by which a Brāhmaṇa can be known.

[ ଦ୍ର— ଆଚାର, ବିନୟ. ବିଦ୍ୟା, ପ୍ରତିଷ୍ଠା, ତୀର୍ଥ ଦର୍ଶନ, ନିଷ୍ଠା, ବୃତ୍ତି, ତପ ଓ ଦାନ ବ୍ରାହ୍ମଣର ନବ ଲକ୍ଷଣ ]

୨. ନବଧାଭକ୍ତି (ଦେଖ) - ୨. Nabadhā bhakti (See)
୩. ଅନୁରାଗ ବା ପ୍ରଣୟର ନଅ ଗୋଟି ଲକ୍ଷଣ — ୩. Nine signs or indications of a person falling in love with another of the opposite sex.
୪. ଯୋଗ ସାଧନାର ନଅ ଗୋଟି ସୋପାନ — ୪. Nine steps in J̄oga exercise.
୫. ସୃଷ୍ଟି, ସ୍ଥିତି, ପ୍ରଳୟ ସମ୍ୱନ୍ଧୀୟ ନଅ ପ୍ରକାର ଐଶ୍ୱରିକ ଲକ୍ଷଣ —୫. Nine natural sign in connection eith the creation, perservation and destruction of the Universe.