Jump to content

ନବଶଃ

ଉଇକିଅଭିଧାନ‌ରୁ

ନବଶଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - (ନବନ୍ +ଶସ୍; ବାର ଅର୍ଥରେ)

[ସମ୍ପାଦନା]
୧. ନଅ ନଅ କରି; ଥରକେ ନଅଟା ଲେଖାଏଁ —୧. Nine at a time; by nines.
୨. (ଗଣିତ) ଏକାଅଶି; ୯x୯;୯:ର ବର୍ଗ — ୨. ୮୧;the square of nine.